ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଏବଂ ଟ୍ରାନ୍ସପୋଟିଂ ସମବାୟ ସମିତି ଲିଃ,ଶୁଆକାଟୀ

  • Home
  • India
  • Keonjhargarh
  • ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଏବଂ ଟ୍ରାନ୍ସପୋଟିଂ ସମବାୟ ସମିତି ଲିଃ,ଶୁଆକାଟୀ

ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଏବଂ ଟ୍ରାନ୍ସପୋଟିଂ ସମବାୟ ସମିତି ଲିଃ,ଶୁଆକାଟୀ Gandhamardan region, ensuring timely and reliable logistics support for mining operations.

15/08/2026

ଧନ୍ୟବାଦ ଆମ ବାଂଶପାଳ ମିଡ଼ିଆ ବନ୍ଧୁ

15/08/2026

ଧନ୍ୟବାଦ ଆମ ବାଂଶପାଳ ମିଡ଼ିଆ ବନ୍ଧୁ

ବାଂଶପାଳ ବ୍ଲକ ଅନ୍ତର୍ଗତ କୁମୁଣ୍ଡି ଗ୍ରାମପଞ୍ଚାୟତ ତଳଜାଗର ଗ୍ରାମର ବୈଜେଷ୍ଠ ସ୍ବର୍ଗତ ৺ଭଜମନ ପ୍ରଧାନ (୪୫) ଙ୍କର ଦେହାନ୍ତରେ ଶୋକାକୁଳ ଛାଇ ହ...
23/07/2026

ବାଂଶପାଳ ବ୍ଲକ ଅନ୍ତର୍ଗତ କୁମୁଣ୍ଡି ଗ୍ରାମପଞ୍ଚାୟତ ତଳଜାଗର ଗ୍ରାମର ବୈଜେଷ୍ଠ ସ୍ବର୍ଗତ ৺ଭଜମନ ପ୍ରଧାନ (୪୫) ଙ୍କର ଦେହାନ୍ତରେ ଶୋକାକୁଳ ଛାଇ ହୋଇ ଯାଇଛି ଉକ୍ତ ଗ୍ରାମରେ
ଏଥିରେ ମ୍ରିୟମାଣ ହୋଇ ଗନ୍ଧମାର୍ଦ୍ଧନ ଲୋଡ଼ିଂ ଏଜେନ୍ସି ଏବଂ ଟ୍ରାନ୍ସପୋଟିଂ କୋ-ଅପରେଟିଭ ସୋସାଇଟି, ଶୁଆକାଟୀର ସଭାପତି ମହୋଦୟାଙ୍କ ନିର୍ଦ୍ଧେଶ କ୍ରମେ ନିର୍ଦ୍ଧେଶକ ଶ୍ରୀଯୁକ୍ତ ମଙ୍ଗୁଳୁ ପ୍ରଧାନ ଏବଂ ସଦସ୍ୟ ସଞ୍ଜୟ ଦେହୁରୀ ଏବଂ ବାସ ଭବନରେ ଉପସ୍ଥିତ ହୋଇ ତାଙ୍କ ପରିବାର ର ତାଙ୍କ ପୁତ୍ର ଗିରିଶ ପ୍ରଧାନଙ୍କୁ ଭେଟିଥିଲେ I
ଶୋକାକୁଳ ପରିବାରଙ୍କୁ ସମବେଦନା ଜଣାଇବା ସହିତ ଅନ୍ତେଷ୍ଟି କ୍ରିୟା ପାଇଁ ସହଯୋଗର ହାତ ବଢ଼ାଇ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ I
ଆମ ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସି ଏବଂ ଟ୍ରାନ୍ସପୋଟିଂ କୋ-ଅପରେଟିଭ ସୋସାଇଟିର ଏଭଳି ଉଦରତାକୁ ଦେଖି ଗ୍ରାମରେ ସମସ୍ତେ ଧନ୍ୟବାଦ ସହିତ କୃତଜ୍ଞତା ଜ୍ଞାପନ କରିଥିଲେ l





Laxman Barik
Rohit Ranjan Barik
Bishnudatta Barik
Gandhamardan Loading
Sanjay Dehury
Sachin Monda
Rocky Bhai

ବାଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟୀ ଗ୍ରାମପଞ୍ଚାୟତ ତେନ୍ତୁଳି ଗ୍ରାମର ବୈଜେଷ୍ଠ ସ୍ବର୍ଗତ ৺ଶିର ଦେହୁରୀ  (୭୫) ଙ୍କର ଦେହାନ୍ତରେ ଶୋକାକୁଳ ଛାଇ ...
20/07/2026

ବାଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟୀ ଗ୍ରାମପଞ୍ଚାୟତ ତେନ୍ତୁଳି ଗ୍ରାମର ବୈଜେଷ୍ଠ ସ୍ବର୍ଗତ ৺ଶିର ଦେହୁରୀ (୭୫) ଙ୍କର ଦେହାନ୍ତରେ ଶୋକାକୁଳ ଛାଇ ହୋଇ ଯାଇଛି ଉକ୍ତ ଗ୍ରାମରେ
ଏଥିରେ ମ୍ରିୟମାଣ ହୋଇ ଗନ୍ଧମାର୍ଦ୍ଧନ ଲୋଡ଼ିଂ ଏଜେନ୍ସି ଏବଂ ଟ୍ରାନ୍ସପୋଟିଂ ସମବାୟ ସମିତି ଲିଃ, ଶୁଆକାଟୀର ସଭାପତି ମହୋଦୟାଙ୍କ ନିର୍ଦ୍ଧେଶ କ୍ରମେ ନିର୍ଦ୍ଧେଶକ ଶ୍ରୀଯୁକ୍ତ ଗଜେନ୍ଦ୍ର ବାରିକ ଏବଂ ସଦସ୍ୟ ରବୀନ୍ଦ୍ର ଦେହୁରୀଏବଂ କାହ୍ନୁ ଦେହୁରୀଙ୍କ ସହିତ ତାଙ୍କ ବାସ ଭବନରେ ଉପସ୍ଥିତ ହୋଇ ତାଙ୍କ ପରିବାର ର ତାଙ୍କ ପୁତ୍ର ଭଗବାନ ଦେହୁରୀ ଙ୍କୁ ଭେଟିଥିଲେ I
ଶୋକାକୁଳ ପରିବାରଙ୍କୁ ସମବେଦନା ଜଣାଇବା ସହିତ ଅନ୍ତେଷ୍ଟି କ୍ରିୟା ପାଇଁ ସହଯୋଗର ହାତ ବଢ଼ାଇ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ I
ଆମ ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସି ଏବଂ ଟ୍ରାନ୍ସପୋଟିଂ ସମବାୟ ସମିତିର ଏଭଳି ଉଦରତାକୁ ଦେଖି ଗ୍ରାମରେ ସମସ୍ତେ ଧନ୍ୟବାଦ ସହିତ କୃତଜ୍ଞତା ଜ୍ଞାପନ କରିଥିଲେ l




Laxman Barik
Rohit Ranjan Barik
Bishnudatta Barik

Sanjay Dehury
Sachin Monda
Rocky Bhai
Gandhamardan Loading

ଆଜି ଶ୍ରୀ ଅଲେଖ ଦେହୁରୀଙ୍କ ର ପବିତ୍ର ଜନ୍ମ ବାର୍ଷିକ ଉତ୍ସବ । ଜନ୍ମ ବାର୍ଷିକ ଦିବସରେ ଯେଉଁ ଅଲେଖ ଭାଇ ଗନ୍ଧମାର୍ଦ୍ଧନ ଲୋଡ଼ିଂ ସୋସାଇଟିରେ ନି...
01/07/2026

ଆଜି ଶ୍ରୀ ଅଲେଖ ଦେହୁରୀଙ୍କ ର ପବିତ୍ର ଜନ୍ମ ବାର୍ଷିକ ଉତ୍ସବ । ଜନ୍ମ ବାର୍ଷିକ ଦିବସରେ ଯେଉଁ ଅଲେଖ ଭାଇ ଗନ୍ଧମାର୍ଦ୍ଧନ ଲୋଡ଼ିଂ ସୋସାଇଟିରେ ନିଜର ଦକ୍ଷତାର ସହିତ କାର୍ଯ୍ୟ ପ୍ରତିପାଦନ କରିଆସୁଛନ୍ତି । ଏବଂ ଜଣେ କର୍ମଚାରୀ ଭାବରେ ସମସ୍ତ ଗୁରୁଜନ ଲଘୁଜନ ଏବଂ ସଦସ୍ୟ ମାନଙ୍କର କଥାକୁ ଆତ୍ମସମ୍ମାନ ଦେଇ ମନକୁ ଜିଣି ପାରିଛନ୍ତି , ଏଣୁ ଆଜି ତାଙ୍କର ପବିତ୍ର ଜନ୍ମ ବାର୍ଷିକ ଉତ୍ସବରେ ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସି ସମବାୟ ସମିତିର ସମ୍ପାଦକ ଓ ନିର୍ଦ୍ଧେଶକ ଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ସଦସ୍ୟ/କର୍ମଚାରୀ ମାନଙ୍କ ଉପସ୍ଥିତିରେ କାର୍ଯ୍ୟାଳୟରେ ଏହି ଖୁସିର ପର୍ବକୁ ପାଳନ କରିଥିଲେ । ଏହି ଖୁସିରେ ସେହି ମଙ୍ଗଳମୟ ଈଶ୍ୱର ବାବା ପାଟେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ତାଙ୍କର ଜୀବନ ସୁଖମୟ ହେଉ ସବୁଦିନ ନିରୋଗି ରହି ସେ ଚିରଞ୍ଜିବି ହୋଇ ରହିଥାନ୍ତୁ । ପରେ ମିଷ୍ଠାନ ବଣ୍ଟନ କରି ପରସ୍ପର ମଧ୍ୟରେ ଆଲିଙ୍ଗନ କରି ଖୁସି ଜାହିର କରିଥିଲେ ।



Alekha Dehury
Laxman Barik
Rohit Ranjan Barik
Ashis Parida

ବାଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟୀ ଗ୍ରାମପଞ୍ଚାୟତ ଶୁଆକାଟୀ ଗ୍ରାମର ସ୍ବର୍ଗତ ৺ମୁକ୍ତା ପାତ୍ର (୫୬) ଙ୍କର ଦେହାନ୍ତରେ ଶୋକାକୁଳ ଛାଇ ହୋଇ ଯାଇଛ...
01/07/2026

ବାଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟୀ ଗ୍ରାମପଞ୍ଚାୟତ ଶୁଆକାଟୀ ଗ୍ରାମର ସ୍ବର୍ଗତ ৺ମୁକ୍ତା ପାତ୍ର (୫୬) ଙ୍କର ଦେହାନ୍ତରେ ଶୋକାକୁଳ ଛାଇ ହୋଇ ଯାଇଛି ଉକ୍ତ ଗ୍ରାମରେ
ଏଥିରେ ମ୍ରିୟମାଣ ହୋଇ ଗନ୍ଧମାର୍ଦ୍ଧନ ଲୋଡ଼ିଂ ଏଜେନ୍ସି ଏବଂ ଟ୍ରାନ୍ସପୋଟିଂ ସମବାୟ ସମିତି ଲିଃ, ଶୁଆକାଟୀର ସଭାପତି ମହୋଦୟାଙ୍କ ନିର୍ଦ୍ଧେଶ କ୍ରମେ ଜୟଦୁର୍ଗା ଯୁବକ ସଂଘ ଏବଂ ଷ୍ଟାର କ୍ଲବର ସଦସ୍ୟଙ୍କ ସହିତ ମିଶି ତାଙ୍କ ବାସ ଭବନରେ ଉପସ୍ଥିତ ହୋଇ ତାଙ୍କ ପରିବାର ର ପୁଅ ଦୀନବନ୍ଧୁ ପାତ୍ରଙ୍କୁ ଭେଟିଥିଲେ I
ଶୋକାକୁଳ ପରିବାରଙ୍କୁ ସମବେଦନା ଜଣାଇବା ସହିତ ଅନ୍ତେଷ୍ଟି କ୍ରିୟା ପାଇଁ ସହଯୋଗର ହାତ ବଢ଼ାଇ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ I
ଆମ ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସି ଏବଂ ଟ୍ରାନ୍ସପୋଟିଂ ସମବାୟ ସମିତିର ଏଭଳି ଉଦରତାକୁ ଦେଖି ଗ୍ରାମରେ ସମସ୍ତେ ଧନ୍ୟବାଦ ସହିତ କୃତଜ୍ଞତା ଜ୍ଞାପନ କରିଥିଲେ l



Laxman Barik
Rohit Ranjan Barik
Bishnudatta Barik
Gandhamardan Loading

Sanjay Dehury
Sachin Monda
Rocky Bhai

ଅଦ୍ୟତା:- ୨୯.୦୬.୨୦୨୬ ରିଖ ସୋମବାର ଅପରାହ୍ନ ତିନି ଘଣ୍ଟିକା ସମୟରେ ଗନ୍ଧମାର୍ଦ୍ଧନ  ଲୋଡ଼ିଂ ଏଜେନ୍ସି ଏବଂ ଟ୍ରାନ୍ସପୋଟିଂ କୋ-ଅପରେଟିଭ ସୋସାଇ...
30/06/2026

ଅଦ୍ୟତା:- ୨୯.୦୬.୨୦୨୬ ରିଖ ସୋମବାର ଅପରାହ୍ନ ତିନି ଘଣ୍ଟିକା ସମୟରେ ଗନ୍ଧମାର୍ଦ୍ଧନ ଲୋଡ଼ିଂ ଏଜେନ୍ସି ଏବଂ ଟ୍ରାନ୍ସପୋଟିଂ କୋ-ଅପରେଟିଭ ସୋସାଇଟି ଲିଃ ଶୁଆକାଟୀ କାର୍ଯ୍ୟାଳୟ ସ୍ବର୍ଗତଃ ୰ରମେଶ ଚନ୍ଦ୍ର ମହାନ୍ତଙ୍କ ଏକାଦଶ କ୍ରିୟା ନିମନ୍ତେ ତାଙ୍କର ଶୋକ ସଭା ପାଳନ କରି ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ଦୁଇ ମିନିଟ ର ନୀରବ ପ୍ରାର୍ଥନା କରିଥିଲେ । ସଭାପତି ମହୋଦୟାଙ୍କ ସମେତ ସମ୍ପାଦକ ନିର୍ଦ୍ଦେଶକ ଏବଂ କାର୍ଯ୍ୟରତ ଥିବା କର୍ମଚାରୀ ବୃନ୍ଦ ପ୍ରମୁଖ ଉପସ୍ଥିତ ରହି ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଓଁ ଶାନ୍ତି I
Laxman Barik
Rohit Ranjan Barik
Bishnudatta Barik
Gandhamardan Loading
Rocky Bhai
Sachin Monda
Sanjay Dehury

ବାଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟୀ ଗ୍ରାମପଞ୍ଚାୟତ ଜାମୁଡ଼ିହା ଗ୍ରାମର ସ୍ବର୍ଗତ ৺ନୀଳମଣି ଠାକୁର (୬୫) ଙ୍କର ଦେହାନ୍ତରେ ଶୋକାକୁଳ ଛାଇ ହୋଇ ଯା...
24/06/2026

ବାଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟୀ ଗ୍ରାମପଞ୍ଚାୟତ ଜାମୁଡ଼ିହା ଗ୍ରାମର ସ୍ବର୍ଗତ ৺ନୀଳମଣି ଠାକୁର (୬୫) ଙ୍କର ଦେହାନ୍ତରେ ଶୋକାକୁଳ ଛାଇ ହୋଇ ଯାଇଛି ଉକ୍ତ ଗ୍ରାମରେ
ଏଥିରେ ମ୍ରିୟମାଣ ହୋଇ ଗନ୍ଧମାର୍ଦ୍ଧନ ଲୋଡ଼ିଂ ଏଜେନ୍ସି ଏବଂ ଟ୍ରାନ୍ସପୋଟିଂ ସମବାୟ ସମିତି ଲିଃ, ଶୁଆକାଟୀର ସଭାପତି ମହୋଦୟାଙ୍କ ନିର୍ଦ୍ଧେଶ କ୍ରମେ ନିର୍ଦ୍ଧେଶକ ଶ୍ରୀଯୁକ୍ତ ଗଜେନ୍ଦ୍ର ବାରିକ ଏବଂ ସଦସ୍ୟ ରମେଶ ଦେହୁରୀଙ୍କ ସହିତ ତାଙ୍କ ବାସ ଭବନରେ ଉପସ୍ଥିତ ହୋଇ ତାଙ୍କ ପରିବାର ର ମୁଖ୍ୟ ସଦସ୍ୟ ଙ୍କୁ ଭେଟିଥିଲେ I
ଶୋକାକୁଳ ପରିବାରଙ୍କୁ ସମବେଦନା ଜଣାଇବା ସହିତ ଅନ୍ତେଷ୍ଟି କ୍ରିୟା ପାଇଁ ସହଯୋଗର ହାତ ବଢ଼ାଇ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ I
ଆମ ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସି ଏବଂ ଟ୍ରାନ୍ସପୋଟିଂ ସମବାୟ ସମିତିର ଏଭଳି ଉଦରତାକୁ ଦେଖି ଗ୍ରାମରେ ସମସ୍ତେ ଧନ୍ୟବାଦ ସହିତ କୃତଜ୍ଞତା ଜ୍ଞାପନ କରିଥିଲେ l



Laxman Barik
Rohit Ranjan Barik
Bishnudatta Barik
Bishnudatta Barik
Gandhamardan Loading

Address

Suakati
Keonjhargarh
758018

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm

Website

Alerts

Be the first to know and let us send you an email when ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଏବଂ ଟ୍ରାନ୍ସପୋଟିଂ ସମବାୟ ସମିତି ଲିଃ,ଶୁଆକାଟୀ posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share