Khani Pravabita Truck Owners Association

Khani Pravabita Truck Owners Association KPTOA , KALARANGIATTA JAJPUR , ODISHA Khani Pravabita Truck Owners Association (KPTOA) .

It's a Truck Owners Association Which is at Kalarangiatta, Jajpur pin- 755028

23/10/2025

ଆମେ ଚକା ଦଳ 🛞

23/10/2025

ଖଣି ଅଞ୍ଚଳରେ ଟ୍ରକ ମାଲିକଙ୍କ ଗାଡି ଏବେ ୨ ମାସ ରେ ଗୋଟେ ଟ୍ରିପ ପାଉଛନ୍ତି, କିନ୍ତୁ କିଛି ମୁଷ୍ଟିମେୟ ମାଲିକ ନିଜର ପାତିଆର ପାଇଁ ଆଜି ଏହି ଅବସ୍ଥା.. ଲୋକ ତୁମକୁ ଭଲରେ ଜାଣି ସାରିଲେଣି ସମୟକୁ ଅପେକ୍ଷ୍ୟ କର... ଯିଏ ଏହି ସବୁ କାମ କରୁଛି... ତାକୁ ଉଚିତ ଦଣ୍ଡ ମିଳିବ

23/10/2025

ଖଣି ରେ ମାନ୍ୟବର ଉଚ୍ଚନ୍ୟାୟାଳୟ ଙ୍କ ନିର୍ଦେଶ କୁ ଅବମାନନା କିଏ କରୁଛି, କାହିଁକି କରୁଛି, ଟିକେ ଜବାବ ଦେବେ କି? ଖୁବ ଶୀଘ୍ର ଏହାର ପର୍ଦାଫାଶ ହେବ

ଟ୍ରାନ୍ସପୋର୍ଟର ଙ୍କ ମନ ମାନି ଭଡା କାଟ ଓ ଟ୍ରକ ଭଡା ବୃଦ୍ଧି ପାଇଁ ବୈଠକ   Pradeep Balsamant
23/10/2025

ଟ୍ରାନ୍ସପୋର୍ଟର ଙ୍କ ମନ ମାନି ଭଡା କାଟ ଓ ଟ୍ରକ ଭଡା ବୃଦ୍ଧି ପାଇଁ ବୈଠକ



Pradeep Balsamant













15/09/2025

Address

Jajpur
755028

Telephone

+919040031840

Website

Alerts

Be the first to know and let us send you an email when Khani Pravabita Truck Owners Association posts news and promotions. Your email address will not be used for any other purpose, and you can unsubscribe at any time.

Share