Guru Prasad Pattanayak

Guru Prasad Pattanayak Owner of "GPS TRAVELS" We Deals all types of Car Tempo Traveller & Bus Rental with Comfortable Price

30/11/2024

My Vechile at Election Duty
11/05/2024

My Vechile at Election Duty

29/03/2024

Bata Mangala

23/03/2024
ଭୁବନେଶ୍ଵରସ୍ଥିତ ପାତ୍ରପଡ଼ା ଅଞ୍ଚଳରେ ଥିବା ବଜାର କୋଲକତା ସପିଙ୍ଗ ମଲ୍ ର କୌଣସି ପାର୍କିଂ ବ୍ୟବସ୍ଥା ନାହିଁ । ସେହି ମଲ୍ ସମ୍ମୁଖରେ ଥିବା ସର୍...
29/02/2024

ଭୁବନେଶ୍ଵରସ୍ଥିତ ପାତ୍ରପଡ଼ା ଅଞ୍ଚଳରେ ଥିବା ବଜାର କୋଲକତା ସପିଙ୍ଗ ମଲ୍ ର କୌଣସି ପାର୍କିଂ ବ୍ୟବସ୍ଥା ନାହିଁ । ସେହି ମଲ୍ ସମ୍ମୁଖରେ ଥିବା ସର୍ଭିସ୍ ରୋଡ ରେ ଗାଡିଟି ରଖି ମଲ୍ ଭିତରକୁ ଯାଇଥିଲି ଆସିବା ପରେ ଦେଖିଲି ମୋ ଗାଡ଼ି ଟି ସେଇଠି ନାହିଁ । ଜଣେ ଅଟୋ ରିକ୍ସା ଚାଳକ କହିଲେ ଗାଡିଟି ଟ୍ରାଫିକ ଥାନା ପୋଲିସ୍ ନେଇଛନ୍ତି ମୋତେ ୨୦୦ଶହ ଟଙ୍କା ଦିଅ ।ମୁଁ ସେଠିକି ଯାଇକି ଗାଡିଟି ମାଗିବାରୁ ମୋତେ ୧୨୦୦ଶହ ଟଙ୍କା ମାଗିଥିଲେ ପୁଣି କହିବାରୁ ୭୦୦ଶହ ଟଙ୍କା ନେଲେ ଓ ରସିଦ ଦେଲେ ତେବେ ଯଦି ଗାଡ଼ି ଟି ସର୍ଭିସ୍ ରୋଡ଼ରେ ରଖିବା ମନା ନୋ ପାର୍କିଂ ବୋର୍ଡ ମାରଜାଇ ନାହିଁ । ମଲ୍ ର ପାର୍କିଂ ବ୍ୟବସ୍ଥା ନାହିଁ ତେବେ ଗାଡ଼ି ଟି କୋଉଠି ରଖିକି ଯିବେ? ମୁଁ ଜଣେ ଡ୍ରାଇଭର ମୋର ଦିନକୁ ମଜୁରୀ ୪୦୦-୫୦୦ଶହ ଟଙ୍କା ଯଦି ମୁଁ ଗାଡ଼ି ଟି ପାଇଁ ୧୪୦୦/୯୦୦ ଶହ ଟଙ୍କା ଦେବି ପଇସା ଆସିବ କୋଉଠୁ? ଏଥିପାଇଁ ଦାୟୀ କିଏ ପୋଲିସ୍ ନା ସପିଙ୍ଗ ମଲ୍? ଉତ୍ତର ଆପଣମାନେ ଦିଅନ୍ତୁ ।

19/12/2023

Address

Berhampur

Telephone

+917377149813

Website

Alerts

Be the first to know and let us send you an email when Guru Prasad Pattanayak posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Guru Prasad Pattanayak:

Share

Category