06/03/2026
ଆଜି ବହୁତ ଦୁଃଖର ଦିନ, କାରଣ କଳାହାଣ୍ଡି VLE SOCIETY KALAHANDI FAMILY ଜଣେ ପୁରାତନ VLE ଭାଇଙ୍କୁ ହରେଇଛି I
ଆମର VLE SOCIETY FAMILY ର ପ୍ରିୟ VLE ଙ୍କ ଅକାଳ ଦେହାନ୍ତ ସମ୍ବାଦ ଶୁଣି ମୁ ଗଭୀର ଦୁଃଖିତ। ସେ ସ୍ୱାସ୍ଥ୍ୟ ସମସ୍ୟା ହେତୁ sum ହସ୍ପିଟାଲରେ ଭର୍ତ୍ତି ଥିଲେ। ପରଲୋକଗତ ଆତ୍ମାଙ୍କୁ ଭଗବାନ ଶାନ୍ତି ଦିଅନ୍ତୁ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖ ସମୟରେ ଭଗବାନ ସାହସ ଦିଅନ୍ତୁ
। ଓଁ ଶାନ୍ତି। 🙏
Manoj Kumar Naik